ଟଗର

ଉଇକିଅଭିଧାନ‌ରୁ

ଟଗର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଟାଙ୍ଗଣା (ହିନ୍ଦୀ - ଶବ୍ଦସାଗର) — ୧. Borax.
୨. ବିଳାସ; କ୍ରୀଡ଼ା (ହିନ୍ଦୀ - ଶବ୍ଦସାଗର) — ୨. Sport.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଗର)[ସମ୍ପାଦନା]

ତରାଟ ଫୁଲ; ତଗର — Tabornamontana Coronoria; Ticoma; a plant with white flowers

[ଦ୍ରଷ୍ଟବ୍ୟ —ଏହା ଦ୍ୱିବିଧ—୧ —Valeriana Hardwicki; :୨. —Taborna Montana (କୀର୍ତ୍ତିକାର)

ଏ ଫୁଲର କ୍ଷୁପ ୩ ହାତ ପର୍ଯ୍ୟନ୍ତ ଉଚ୍ଚ ହୁଏ ପତ୍ର ମାଛର ଆକାର ପରି ଗଛର ଡାଳ ଭାଙ୍ଗି ଦେଲେ କ୍ଷୀର ବହେ ଫୁଲର ପାଖୁଡ଼ା ଧଳା ଫୁଲର ଡେମ୍ଫ ଈଷତ୍ ହଳଦିଆ ଫୁଲ ଦୁଇ ପ୍ରକାର ଗୋଟିଏ ଏକ ପ୍ରସ୍ତ ପାଖୁଡ଼ାବିଶିଷ୍ଟ ଓ ଫୁଲ ଈଷତ୍ ସୁଗନ୍ଧବିଶିଷ୍ଟ, ଅନ୍ୟଟି ବହୁ ପାଖୁଡ଼ାବିଶିଷ୍ଟ ଓ ଫୁଲ ଅତ୍ୟନ୍ତ ସୁଗନ୍ଧଯୁକ୍ତ]