Jump to content

ଟଙ୍କଣ

ଉଇକିଅଭିଧାନ‌ରୁ

ଟଙ୍କଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଟଙ୍କ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ପ୍ରାର୍ବତ୍ୟ ଅଶ୍ୱ — ୧. A horse of a hilly country.
୨. ଟାଙ୍ଗଣା; ସୋହାଗା —୨. Borax.
୩. ଧାତୁ ଦ୍ରବ୍ୟରେ ଜୋଡ଼ ବା ତାଳି ପକାଇ ଝାଳିବା କର୍ମ (ହିନ୍ଦୀ - ଶବ୍ଦସାଗର) —୩. Soldering.
୫. (+କର୍ମ. ଅନ) ବନ୍ଧନ —୫. Binding.