ଟଙ୍କା ଟଙ୍କି
ଦେଖଣା
ଟଙ୍କା ଟଙ୍କି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟଙ୍କା ଟଙ୍କି
|
(ଟଙ୍କାଟଙ୍କି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ ଦ୍ୱିତୀୟ ଶବ୍ଦ)
[ସମ୍ପାଦନା]ଟଙ୍କା ଫଙ୍କା (ଦେଖ) - ୧. Ṭaṅkā phaṅkā (See)
(ଯଥା—ମୁଁ ଅନେକ ଦିନ ହେଲା ଚାକିରୀ ଛାଡ଼ି ଘରେ ଅଛି, ମୋ ହାତକୁ ଟଙ୍କାଟଙ୍କି କାହୁଁ ଆସିବ)
- ୨. ବହୁବାର ଟାଙ୍କିବା କର୍ମ — ୨. Several acts of stitching.