ଟଙ୍କା ବନ୍ଧେଇବା
Appearance
ଟଙ୍କା ବନ୍ଧେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟଙ୍କା ବନ୍ଧେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣା ପାଖରେ ଥିବା ପଇସା ଓ ରୋଜକିମାନଙ୍କୁ ବଦଳାଇ ସେହି ମୂଲ୍ୟରେ ଟଙ୍କା ଆଣିବା — ୧. To get pice and other small coins changed into rupees.
- ୨. ଆପଣା ପାଖରେ ଥିବା ଟଙ୍କାମାନଙ୍କୁ ବଦଳାଇ ତଦ୍ୱିନିମୟରେ ମୋହର ବା କରେନ୍ସି ନୋଟ୍ ଆଣିବା —୨. To get rupees changed into gold coins or currency notes.