Jump to content

ଟଙ୍କିତ

ଉଇକିଅଭିଧାନ‌ରୁ

ଟଙ୍କିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଟଙ୍କ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଧ୍ୱନିତ — ୧. Twanging; sounding; resounding.
୨. ଉଲ୍ଲଖିତ —୨. Written; enunciated; defined; mentiomed.
୩. ବନ୍ଧା ହୋଇଥିବା; ବଦ୍ଧ —୨. Bound.
୪. ସିଲେଇ କରାଯାଇଥିବା —୪. Sitched.