ଟଙ୍ଗ

ଉଇକିଅଭିଧାନ‌ରୁ

ଟଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଟଙ୍କ୍ ଧାତୁ+କରଣ. ଅ)[ସମ୍ପାଦନା]

୧. ଟାଙ୍ଗିଆ —୧. Hatchet.
୨. ସୋହାଗା —୨. Borax.


୩. ଖଣତା —୩. Hoe; spud.
୪. ଜଘଂ; ଫଡ଼ିଆ —୪. Thigh; part of the leg between the knee and buttock.
୫. ୪ ମାସ ପରିମାଣ — ୫. A standard of weight; ୬୮ grains troy.
୬. ଗୋଡ଼ର ପେଣ୍ଡା (ହିନ୍ଦୀ - ଶବ୍ଦସାଗର) — ୬. The calf of the leg.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତୁଙ୍ଗ ଓ. ଫା ତଙ୍ଗ୍=ଟାଣୁଆ, ସିଧା)[ସମ୍ପାଦନା]

୧. ସର୍ବୋଚ୍ଚ —୧. Heighest.

(ଯଥା—ଟଙ୍ଗ ଡ଼ାଳରେ ଆମ୍ୱ ଅଛି)

୨. ଦୁଇ ପାଖ ଭୂମିରେ ଠିକ୍ ମତେ ନ ଲାଗି ମଝିଟା କୁଜ ଥିବାରୁ ହଲଚଲ ହେଉଥିବା (ପଥର ଆଦି) — ୨. Not securely set; bobbing (as an uneven stone when set on the ground); touching the ground in the middle but not at both ends.
୩. ଢ଼ଙ୍ଗ; କ୍ରୋଧଦ୍ୱାରା ଯାହାର ଦେହ ଉନ୍ନତ ବା ସିଧା ହୋଇଅଛି —୩. With the body stiffened with anger.
୪. ଉଦ୍ରିକ୍ତ (ଲିଙ୍ଗ) — ୪. Stiffened and erect (male organ)
୫. ଦୃଢ଼ —୫. Stiff.