ଟଙ୍ଗଟଙ୍ଗ

ଉଇକିଅଭିଧାନ‌ରୁ

ଟଙ୍ଗଟଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଟଙ୍ଗରଟଙ୍ଗର—ଅନ୍ୟରୂପ)

ଦେଶଜ - ଅ. (ସଂସ୍କୃତ - ତଙ୍ଗ ଦାତୁ= କମ୍ପନ ବା ପଦସ୍ଖଳନ ଯୋଗେଶ୍ଚନ୍ଦ୍ର)[ସମ୍ପାଦନା]

୧. ସାଧାରଣ ଭାବରେ ଗୋଡ଼ ଉଠାଇ ଦେହକୁ ସିଧା କରି ପଦ କ୍ଷେପ କରି ଚାଲିବା ପ୍ରକାରେ (ଅନାସ୍ଥା ବା ଗର୍ବ ପ୍ରକାଶ କରି ବା ଖାତିର ନ କରି ଚାଲିଯିବା ପ୍ରକାରେ ୧. In a striding or stalking manner; (indicating pripe or unconcern).

(ଯଥା— ସେ ମୋ କଥା ନ ଶୁଣି ସେଠାରୁ ଟଙ୍ଗଟଙ୍ଗ ଚାଲିଗଲା)

୨. ଜମିକୁ ଚାହିରିଆ ଚାଷ ନ କରି ଉପରଠାଉରିଆ କରି ହଳ ବୁଲାଇବା ପ୍ରକାରେ —୨. Superficially; not deeply (as in ploughing).

ବାହ୍ମଣ ଚାଷା ଟଙ୍ଗଟଙ୍ଗ ଉପରେ ଦାସ ଢଗ

୩. ପଥର ଓ କାଠ ଗଡ଼ ଇତ୍ୟାଦିର ଦୁଇ ପାଖ ଓ ମଧ୍ୟଭାଗ ଭୂମିରେ ସମାନ ହେଇ ନ ବସିବାରୁ ମଝିଟା ଭୂମିରେ ଲାଗିଥାଇ ଏ ପାଖ ସେ ପାଖ ନ ଲାଗିବା ପ୍ରକାରେ — ୩. Unevenly (set) (said of a stone or log).
୪. ଟଂ ଟଂ (ଦେଖ) - —୪. Ṭaṁṭaṁ (See)