ଟଙ୍ଗିବା

ଉଇକିଅଭିଧାନ‌ରୁ

ଟଙ୍ଗିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ତୁଙ୍ଗ ବା ଫାରାସୀ - ତଙ୍ଗ୍; ସଂସ୍କୃତ - ଟଙ୍ଗଣ)[ସମ୍ପାଦନା]

୧. ପଥରର ଦୁଇ ପ୍ରାନ୍ତ ଓ ମଧ୍ୟଭାଗ ଭୂମିରେ ସମତଳ ଭାବରେ ନ ଲାଗିବାରୁ ତାହାର ମଝିଟା ଭୂଇଁରେ ଲାଗିଥିବା କୁନ୍ତୁ ଦୁଇପାଖ ଭୂମିରେ ଠିକ୍ ହୋଇ ନ ଜମିବା; ଢିପି ଢିପେଇବା; ଟଙ୍ଗଟଙ୍ଗ ହେବା —୧. To bob; not to sit stiff or firm on the ground (said of a stone not properly set on the ground and becoming unsteady like a sea-saw when pressure is put on one end of it)
୨. (ଲିଙ୍ଗ) ଉଦ୍ରିକ୍ତ ହେବା; ଟିଙ୍ଗେଇବା — ୨. To become rigid and erect (said of a male organ when excited.