ଟଣକ
ଦେଖଣା
ଟଣକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ ଧାତୁ; ସଂସ୍କୃତ - ଟଙ୍କ ଧାତୁ)
[ସମ୍ପାଦନା]- ୧. ବ୍ୟଥାପ୍ରଦ ବଥ; ବ୍ରଣ —୧. Painful boil.
ଚଡ଼ୁ ଉପରେ ଟଣକର ଘା ପ୍ରବଚନ
- ୨. ହାତ ଆଙ୍ଗୁଠିର ଗଣ୍ଠିଦ୍ୱାରା ଶରୀରର ହାଡ଼ୁଆ ସ୍ଥାନରେ କରାଯିବା; ଆଘାତ; ଠଣା —୨. A rap with the knuckles on a bony part of the body.
ଦେଶଜ - ବିଶେଷଣ -
[ସମ୍ପାଦନା]ଟାଣ —Hard.