ଟଣ୍ ଟଣ୍

ଉଇକିଅଭିଧାନ‌ରୁ

ଟଣ୍ ଟଣ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଘଣ୍ଟି ବାଜିବାର ଶବ୍ଦ — ୧. Chiming sound of a bell or gong or clock.

[ଦ୍ରଷ୍ଟବ୍ୟ —ଟଣୁ ଟଣୁ ଠାରୁ ଟଣ୍ ଟଣ୍ ଉଚ୍ଚତର ଶବ୍ଦ]

୨. ଶରୀରରେ ଧମ୍ ଧମ୍ ବା ଧକ୍ ଧକ୍ ବେଦନା ଅନୁଭୁତି — ୨. Throbbing bodily pain.
୩. ବଥ ପାଚି ଫାଟି ଯିବା ପୂର୍ବପରୁ ପୂଜ ଜମା ହେବା ହେତୁ ଅନୁଭୁତ ତୀବ୍ର ବେଦନା, ଟକ ଟକ —୩. Acute pain felt before a boil bursts; twitching or aching sensation; acute throbbing sensation.
୪. କାନ ବିନ୍ଧିବାର ତୀବ୍ର ବେଦନା — ୪. Acting pang of the ear-ache.
୫. ଟ ଟ; ପୂର୍ଣ୍ଣ ମାତ୍ରାରେ —୫. Fully; to the fili.