ଟନେଲ୍

ଉଇକିଅଭିଧାନ‌ରୁ

ଟନେଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟନ୍ନେଲ୍)[ସମ୍ପାଦନା]

ପର୍ବାତାଦିର ଗର୍ଭରେ ବା ଭୂଗର୍ଭରେ ସୁଡ଼ଙ୍ଗ ଖୋଳାଯାଇ କରାଯିବା ବାଟ — Tunnel.