ଟପକିବା

ଉଇକିଅଭିଧାନ‌ରୁ

ଟପକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବିପ ଧାତୁ=କ୍ଷରଣ; କିମ୍ୱା ଟପଟପ ଧ୍ୱନ୍ୟନୁ— କରଣ)[ସମ୍ପାଦନା]

୧. କୌଣସି ଜଳପୂର୍ଣ୍ଣ ପାତ୍ରରୁ ବା କୋଠାର ଛାତରୁ ଛିଦ୍ର ବାଟେ ଟୋପା ଟୋପା ହୋଇ ଜଳ ପଡ଼ିବା —To drip; to ooze or fall drop by drop (said of water from a leaking vessel or roof).
୨. କୌଣସି ଉଚ୍ଚ ସ୍ଥାନକୁ ଡ଼େଇଁ କରି ଯିବା — ୨. To leap or jump over a high place.