ଟପକ ନବିସ୍
ଦେଖଣା
ଟପକ ନବିସ୍
ଉଚ୍ଚାରଣ
[ସମ୍ପାଦନା]ଟପକନବିସି, ଟପକନବିସିଆବିଣ
(ଟପକନବସି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଟପକ ନବିସ୍
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚୁଗୁଲିଆ; ଯେଉଁ ଲୋକ ଜଣକର ଗୁପ୍ତ କଥାକୁ ଅନ୍ୟବ୍ୟକ୍ତିର କାନରେ ଗୋପନରେ କହିଦିଏ ବା ପ୍ରକାଣ କରେ — ୧. One who reports secretly; a secret reporter; a backbiter; informer.
- ୨. ଯେଉଁ ଲୋକ ସାମାନ୍ୟରେ କୌଣସି କାର୍ଯ୍ୟକୁ ସାରିଦିଏ ଓ ମଝିରେ ଅନେକ ବିଷୟ ବା ଅଙ୍ଗ ଛା଼ଡ଼ିଯାଏ — ୨. A person who does any work in a slip- shod manner.