ଟପର ଟପର
ଦେଖଣା
ଟପର ଟପର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ବଡ଼ ବଡ଼ ଟୋପାର ମେଘ ବରଷିବା ଶବ୍ଦ —୧. Pattering sound of rain.
ମେଘ ବରଷିଲା ଟପର ଟପର ମୋ ଦୁଆରେ କିଏ ରେ?—ଶିଶୁଗୀତ
[ଦ୍ରଷ୍ଟବ୍ୟ —ଏହାଠାରୁ ଛୋଟ ବର୍ଷାକୁ ଟୁପୁରୁ ଟୁପୁରୁ, ତାଠାରୁ କ୍ଷୀଣତାର ବର୍ଷାକୁ ଝିପିଝିପି, ତହୁଁ କ୍ଷୀଣରେ ବର୍ଷାକୁ ଲିଫିଲିଫି ଓ ତହୁଁ କ୍ଷୀଣରେ ବର୍ଷାକୁ କୁଣ୍ଡାଝଡ଼ା କହନ୍ତି]