ଟପେଇବା
ଟପେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଟପିବା କ୍ରିୟାର ଣିଜନ୍ତରୂପ — ୧. The causative form of Ṭapibā
- ୨. ଟପି ଯିବାର ଉପାୟ କରିବା; ଡିଆଁଇବା — ୨. To cause to leap or jump over.
- ୩. ଅତିକ୍ରମ କରାଇବା — ୩. To cause to exceed or to outrun.
(ଯଥା—ପଛର ଅଶ୍ୱାରୋହୀ ଆଗରେ ଯାଉଥିବା ଘୋଡ଼ାକୁ ଟପାଇ ଆପଣା ଘୋଡ଼ାକୁ ଝପଟେଇ ନେଇ ଚାଲିଗଲା)