ଟଭର

ଉଇକିଅଭିଧାନ‌ରୁ

ଟଭର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ; ଇଂ ଟପ୍ସେଲ୍)[ସମ୍ପାଦନା]

ଜାହାଜର ମାସ୍ତୁଲର ଆଗ ପାଖରେ ବନ୍ଧାହେବା ପାଲ — Top sail.

ଡୋଲ ଉପରେ ସଭର, ଟଭର—ପଛକୁ କଲମି ଡୋଲ ଆଉ ବରଗାମନ ଟେକି ଦେଇ ଶେଡ ଗୁଡ଼ାଇ ଠିକ କରି ରଖି ଦେଇଛନ୍ତି ଫକୀରମୋହନ, ଗଳ୍ପସ୍ୱଳ୍ପ