ଟମକ

ଉଇକିଅଭିଧାନ‌ରୁ

ଟମକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ନାଗରା; ଧେଣ୍ଡୁରା — ୧. Drum; tom tom.

ଟମକ ଯେ ବାଜେ ବ୍ରଜ ବଜାରେ କବିସୂର୍ଯ୍ୟ. ସଙ୍ଗୀତ

୨. ନାଗରାଦ୍ୱାରା ଘୋଷଣା —୨. Proclamation; publication by beat of drum.