ଟଳା ଟଳି କରିବା

ଉଇକିଅଭିଧାନ‌ରୁ

ଟଳା ଟଳି କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଟାଳଟୁଳ ବା ଭଣ୍ଡାଭଣ୍ଡି କରିବା; ଦମ୍ଦିଲାସା ଦେଇ ସମୟକୁ ଅତିକ୍ରାନ୍ତ କରିବା To cause a fixed time- limit to expire by various excuses.