ଟହଟହ
ଦେଖଣା
ଟହଟହ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ଅଟ୍ଟହାସ୍ୟ)
[ସମ୍ପାଦନା]ଉଚ୍ଚହାସ୍ୟ ଧ୍ୱନି — Loud lough.
ହାସ ପ୍ରକାଶ କଲେ ଟହଟହ ହୋଇ—କୃଷ୍ଣସିଂହ. ମହାଭାରତ. ଆଦି
ଅନୁବାଦ
[ସମ୍ପାଦନା]ଦେଶଜ - ବିଣରବିଶେଷଣ -
[ସମ୍ପାଦନା]- ୧. (ଏହି ଅର୍ଥରେ 'ରଙ୍ଗ ଟହଟହ' ପ୍ରୟୋଗ ହୁଏ) ଅତ୍ୟନ୍ତ ଗାଢ଼ (ରକ୍ତ ବର୍ଣ୍ଣ) — Deep (red)
- ୨. ସମ୍ପୂର୍ଣ୍ଣ ରୂପେ (ପକ୍ୱ) —୨. Fully (ripe).