ଟହଲ
ଟହଲ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ହିନ୍ଦିରୁ ଅନୁକୃତ; ସଂସ୍କୃତ - ଚଳ ଧାତୁ)[ସମ୍ପାଦନା]
- ୧. ପରିକ୍ରମା; ଚାଲବୁଲ — ୧. Wandering; walking up and down; roving; rambling, perambulation.
- ୨. ସ୍ୱାସ୍ଥ୍ୟରକ୍ଷାର୍ଥେ ଭ୍ରମଣ — ୨. Constitutional walk.
- ୩. ଘୋଡ଼ାକୁ ସକାଳେ ସଇସର ଟହଲାଇବା — ୩. The taking out of a horse for a morning walk or stroll.
- ୪. ଚାକିରି —୪. Service.
- ୫. ଗୃହର ବା ଦେବ ମନ୍ଦିରର ବା ମଠର ନୀଚ କାର୍ଯ୍ୟ — ୫. Menial household duties.
- ୬. ସେବା; ଶୁଶ୍ରୁଷା — ୬. Service of or attendance on a master.