ଟହଲିବା
ଦେଖଣା
ଟହଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଚଳ ଧାତୁ)
[ସମ୍ପାଦନା]- ୧. ପରିକ୍ରମା କରିବା; ଆଗକୁ ପଛକୁ ଚାଲବୁଲ କରିବା; ଭ୍ରମଣ କରିବା — ୧. To walk up and down'; to go backward and forward.
- ୨. ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ବୁଲିବା — ୨. To take a constitutional walk.
- ୩. ଧୀରେ ଧୀରେ ବୁଲିବା — ୩. To move or walk slowly.