ଟହଲିବା

ଉଇକିଅଭିଧାନ‌ରୁ

ଟହଲିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚଳ ଧାତୁ)[ସମ୍ପାଦନା]

୧. ପରିକ୍ରମା କରିବା; ଆଗକୁ ପଛକୁ ଚାଲବୁଲ କରିବା; ଭ୍ରମଣ କରିବା — ୧. To walk up and down'; to go backward and forward.
୨. ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ବୁଲିବା — ୨. To take a constitutional walk.
୩. ଧୀରେ ଧୀରେ ବୁଲିବା — ୩. To move or walk slowly.