ଟହଲ ଟାକର୍

ଉଇକିଅଭିଧାନ‌ରୁ

ଟହଲ ଟାକର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଟହଲ ଟାକରା, ଟହଲ ଟୁକ୍ରା, ଟହଲ ଟୁକୁରାଅନ୍ୟରୂପ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୃହର ଛୋଟ ବ ନୀଚ କର୍ମମାନ — ୧. Petty or menial works of the household.
୨. ପ୍ରଭୁଙ୍କର ଡାକହାକ ଶୁଣିବା କର୍ମ — ୨. Personal service and carrying out orders of the master; acts of an orderly.
୩. ସେବା ସୁଶ୍ରୁଷା —୩. Acts of service of or attendance on a person.