Jump to content

ଟହଲ ମାରିବା

ଉଇକିଅଭିଧାନ‌ରୁ

ଟହଲ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ବ୍ୟଙ୍ଗ)

[ସମ୍ପାଦନା]

ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବିନା କାର୍ଯ୍ୟରେ ବୁଲିବା — To walk up and down aimlessly.



ଟହଲ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଟହଳିବା; ଧୀରଭାବରେ ଆଗକୁ ଓ ପଛକୁ ଚାଲିବା