ଟା
ଦେଖଣା
ଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଟି—ଆଦରାର୍ଥକ)
ଦେଶଜ - (ଅବ୍ୟୟ)
[ସମ୍ପାଦନା]- ୧. (ଅନାଦରାର୍ଥ ପ୍ରତ୍ୟୟ; ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୋଗ ହେଲେ ସଂଖ୍ୟା ନିର୍ଦ୍ଦେଶ କରେ)— (ଏତେ) ଗୋଟା — ୧. (Particle affixed to a word to denote number) So many.
(ଯଥା—ଦଶଟା ଲୋକ ଆସିଥିଲେ)
- ୨. (ବସ୍ତୁ ନିର୍ଦ୍ଦେଶକ; ବକ୍ତାର ଦୃଢ଼ତାଦ୍ୟୋତକ ବ୍ୟବହାର)—ସେ; ତାହା; ଏହା — ୨. (used in emphasis) That; this; it.
(ଯଥା—ଗୋରୁଟା ଫସଲ ଖାଇଗଲା)
[ଦ୍ରଷ୍ଟବ୍ୟ —ଏହିପରି ସ୍ଥଳରେ ଆଦରାର୍ଥରେଟି ପ୍ରତ୍ୟୟ ହୁଏ]
- ୩. (ଏତେ) ଘଣ୍ଟା ବାଜିବା ସମୟ — ୩. O'clock.
(ଯଥା—୫ଟା ବେଳ ହେଲାଣି)