ଟାଇଁଟାଇଁଆ

ଉଇକିଅଭିଧାନ‌ରୁ

ଟାଇଁଟାଇଁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ପ୍ରଚଣ୍ଡ ବା ତୀବ୍ର (ରୌଦ୍ର) — ୧. Blasting; very hot (rays of the sun).

(ଯଥା—ଆଜି ଭାରି ଟାଇଁ ଟାଇଁଆ ଖରା ହୋଇଛି)

୨. ନିଛାଟିଆ (ପଡ଼ିଆ) — ୨. Lonely (field).
୩. ବୃକ୍ଷଲତାଶୂନ୍ୟ ବା ଛାୟାଶୂନ୍ୟ (ସ୍ଥାନ) — ୩. Open (tract of country); devoid of a shade to protect a wayfarer from the heat of the sun.

(ଯଥା—ଟାଇଁଟାଇଁଆ ଗୁହିର ବିଲ)

୪. ଯାହା ଦୃଢ଼ ପଦର୍ଥଦ୍ୱାରା ଆହତ ହେଲେ ଟାଇଁଟାଇଁ ଶବ୍ଦ କରେ — ୪. Producing a metallic clang when struck with a hard substance.