ଟାଇଟଲ୍ ପରୀକ୍ଷା
ଦେଖଣା
ଟାଇଟଲ୍ ପରୀକ୍ଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଟାଇଟଲ୍ ପରୀକ୍ଷା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଛାତ୍ର କର୍ତ୍ତୃପକ୍ଷଙ୍କଠାରୁ ଉପାଧି ପାଏ — ୧. Title-examination.
- ୨. ସଂସ୍କୃତ ଟୋଲରୁ ଉତ୍ତୀର୍ଣ୍ଣ ହୋଇ କାବ୍ୟତୀର୍ଥ, ସାଂଖ୍ୟତୀର୍ଥ, ବେଦାନ୍ତତୀର୍ଥ ଆଦି ଉପାଧି ଯେଉଁ ପରୀ— କ୍ଷାରେ ମିଳେ — ୨. Title-examination of Sanscit schools.