ଟାଉନ୍
ଦେଖଣା
ଟାଉନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ସହର; ନଗର —Town.
[ଦ୍ରଷ୍ଟବ୍ୟ —ଏହି ଇଂରାଜି ଶବ୍ଦ ସଙ୍ଗେ ଆହୁରି ଅନେକ ଇଂରାଜି ଓ ବୈଦେଶିକ ଶବ୍ଦମାନ ଲାଗିଥିବା ଇଂରାଜି ଓ ବୈଦେଶିକ ଶବ୍ଦମାନ ଓଡ଼ିଆ ଭାଷାରେ ଚଳିଲାଣି ଯଥା—ଟାଉନ୍ ଇନ୍ସପେକ୍ଟର୍, ଟାଉନ୍ ଜମାଦାର, ଟାଉନ୍ ସବ୍ଇନ୍ସପେକ୍ଟର, ଟାଉନ୍ ସୁପରିଟେଣ୍ଡେଣ୍ଟ]