ଟାଉନ୍ ଲାଇବ୍ରେରୀ
ଦେଖଣା
ଟାଉନ୍ ଲାଇବ୍ରେରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଟାଉନ୍ ଲାଇବ୍ରେରୀ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]କୌଣସି ସହରର ଲୋକ ମାନଙ୍କର ବ୍ୟବହାର୍ଯ୍ୟ ସାଧାରଣ ପୁସ୍ତକାଗାର — Town-library.
[ଦ୍ରଷ୍ଟବ୍ୟ —ଟାଉନ୍ ଲାଇବ୍ରେରୀ ସଂଲଗ୍ନ ଯେଉଁ ବଡ଼ ଲମ୍ୱ କାମରାରେ ସାଧାରଣ ସଭାମାନ ବସେ, ତାକୁ ଟାଉନ୍ ଲାଇବ୍ରେରୀ ହଲ ବୋଲାଯାଏ]