ଟାଉନ୍ ସ୍କୁଲ

ଉଇକିଅଭିଧାନ‌ରୁ

ଟାଉନ୍ ସ୍କୁଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଟାଉନ୍ ଇସ୍କୁଲ—ଅନ୍ୟନାମ)

  • (file)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାଉନ୍+ସ୍କୁଲ)[ସମ୍ପାଦନା]

୧. ସହରରେ ଥିବା ବିଦ୍ୟାଳୟ —A school in a town.
୨. (ନାମ) କଟକ ସହରରରେ ସ୍ୱର୍ଗୀୟ ରାୟବହାଦୂର ମଧୂସୂଦନ ରାଓଙ୍କ ସ୍ଥାପିତ 'ଟାଉନ ଭିକ୍ଟୋରିଆ ହାଇ ଇଙ୍ଗ୍ଲିସ୍ ସ୍କୁଲ'ର ଡାକ ନାମ — ୨. The name by which the Town Victoria Rai High English school started by the late Bahadoor madhusudan Rao at Cuttack is popularly known.