Jump to content

ଟାକରା

ଉଇକିଅଭିଧାନ‌ରୁ

ଟାକରା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଟକ୍ ଟକ୍ ଶବ୍ଦାନୁକରଣ୍ଠ)

[ସମ୍ପାଦନା]
୧. ତାଳୁ ଓ ଜିଭଦ୍ୱାରା କୃତ ଅବ୍ୟକ୍ତ ଟକ୍ଟକ୍ ଶବ୍ଦ —୧. Clicking sound produced by the tongue taken back quickly to the palate.

[ଦ୍ରଷ୍ଟବ୍ୟ —ଗୋରୁଙ୍କୁ ଅଡ଼ାଇବା ସମୟରେ ଏ ଶବ୍ଦ ଉଚ୍ଚାରିତ ହୁଏ]

୨. ତାଳୁ —୨. Palate.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଟାକ୍)

[ସମ୍ପାଦନା]

ମୁଣ୍ଡର ଚନ୍ଦା ବା କେଶହୀନ ସ୍ଥଳ —Baldness of the head.

ବିଶେଷଣ -

[ସମ୍ପାଦନା]

ଟାଙ୍ଗରା; ଚନ୍ଦା —Bald.