Jump to content

ଟାକରା ଫୁଟେଇବା

ଉଇକିଅଭିଧାନ‌ରୁ

ଟାକରା ଫୁଟେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଟାକରା ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ତାଳୁରେ ଜିଭ ଲଗାଇ ଶବ୍ଦ କରିବା —To utter a clicking sound with the tongue and the palate.

ପାଟିରେ ଟାକରା ଫୁଟାଉଅଛି— ଫକରମୋହନ. ଛଣାଣ ଆଠଗୁଣ୍ଠ