Jump to content

ଟାକର ଖାଇବା

ଉଇକିଅଭିଧାନ‌ରୁ

ଟାକର ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଲକ୍ଷଣାର୍ଥ) ପରଦ୍ୱାରା ଅପମାନିତ ହେବା — ୧. (figurative) To be insulted by another.
୨. ଉପହସିତ ହେବା —୨. To be jeered at.

ଏ ଷଡ଼ରସେ ଯେ ପୁଅ ଖାଏ, ଭୋକେ ମରି ଟାକର ଖାଏ ଢଗ