ଟାକୁଆ ଗାଲୀ

ଉଇକିଅଭିଧାନ‌ରୁ

ଟାକୁଆ ଗାଲୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଟକୁଆଗାଲେଈ—ଅନ୍ୟରୂପ)

ଦେଶଜ - ବିଶେଷଣ - ସ୍ତ୍ରୀ. (ଗାଳି)[ସମ୍ପାଦନା]

ଯେଉଁ ସ୍ତ୍ରୀର ଗାଲ ଆମ୍ୱ— ଟାକୁଆ ପରି ଚେପ୍ଟା ହୋଇ ପାଟିର ଗହ୍ୱର ମଧ୍ୟକୁ ପଶି ଯାଇଥାଏ ଓ ଥୋଡ଼ି ବାହାରିଥାଏ —(a term of abuse) Bony-cheeked; (a woman) with sunken cheeks and long snout.


[ ଦ୍ର—ଏପରି ସ୍ତ୍ରୀଙ୍କ ମୁଖ ବଡ଼ ଅଘଟଣ ଦେଖାଯାଏ ଏ ବିଶେଷଣ ସ୍ତ୍ରୀମାନଙ୍କୁ ଗାଲି ଦେବାରେ ବା ଚିଡ଼ାଇବାରେ ବ୍ୟବହୃତ ହୁଏ ]