ଟାଙ୍କି

ଉଇକିଅଭିଧାନ‌ରୁ

ଟାଙ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାଙ୍କ୍)[ସମ୍ପାଦନା]

ବହୁ ପରିମିତ ଜଳ ବା ତୈଳ ସଞ୍ଚୟ କରିବାର ବୃହତ୍ ଲୌହମୟ ଆଧାର — Iron-tank for storing oil or water.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ)[ସମ୍ପାଦନା]

ପଥର କାଟିବାର ଲୁହା ନିହଣ — Iron chisel for cutting stone.