ଟାଙ୍କି ତେଲ
ଦେଖଣା
ଟାଙ୍କି ତେଲ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଇଂରାଜୀ - ଟାଙ୍କ୍+ସଂସ୍କୃତ - ତୈଳ)
[ସମ୍ପାଦନା]ଯେଉଁ କେରା— ସିନ ତେଲ ପ୍ରଥମେ ଆମଦାନି ହୋଇ ଟାଙ୍କି ବା ବଡ଼ ବଡ଼ ଲୌହଧାରରେ ସଂଞ୍ଚିତ ହୋଇ ରଖାଯାଏ ଓ ପରେ ବେପାରିମାନଙ୍କୁ ଖୁଚୁରା ବିକ୍ରୟ କରାଯାଏ — Keroisine oil at first stored in tanks at depots in bulk and afterwards sold in retail to dealers; bulk oil.