Jump to content

ଟାଙ୍କି ହେବା

ଉଇକିଅଭିଧାନ‌ରୁ

ଟାଙ୍କି ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କସି ହେବା — ୧. To sit tight (said of tight clothes).

(ଯଥା—ଏ କୁର୍ତ୍ତାଟା ମୋ ଦିହକୁ ଟାଙ୍କି ହେଉଛି)

୨. ଟାଙ୍ଗି ହେବା; ଉକୁଚି ହେବା — ୨. To be suspended.