ଟାଙ୍କୁଆ

ଉଇକିଅଭିଧାନ‌ରୁ

ଟାଙ୍କୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଙ୍କ=ପାହାଡ଼)[ସମ୍ପାଦନା]

ଉଇ ହୁଙ୍କା ମଧ୍ୟରେ ଥିବା ଉଇ ବସା (ଏଥରୁ ଛତୁ ଜନ୍ମେ) — Matrix or mould or soft substance found inside the deep cavities of ant-hills from which mushrooms grow out.

ପ୍ରାଦେଶିକ - (ସିଂହଭୂମ ଓ ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

ଆମ୍ୱ ଟାକୁଆ — The seed of a mango fruit.