Jump to content

ଟାଙ୍ଗି

ଉଇକିଅଭିଧାନ‌ରୁ

ଟାଙ୍ଗି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଟଙ୍କ; ତୁଙ୍ଗ) କ୍ଷୁଦ୍ର ପାହାଡ଼ — ୧. Hill; hillock.
୨. ଟାଙ୍ଗର; ପାହାଡ଼ିଆ ସ୍ଥାନ —୨. Hilly country.
୩. ପ୍ରସ୍ତରମୟ ପ୍ରଦେଶ —୩. Stony country.
୪. (ସଂସ୍କୃତ - ଟଙ୍କ) ଛୋଟ କୁରାଢ଼ୀ — ୪. Small axe; hatchet; tomahawk.

ପ୍ରାଦେଶିକ -

[ସମ୍ପାଦନା]
୧. (ସିଂହଭୂମ, ସମ୍ୱଲପୁର) ବି—ଫାରସା — Poleaxe.