ଟାଣି

ଉଇକିଅଭିଧାନ‌ରୁ

ଟାଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ ଧାତୁ)[ସମ୍ପାଦନା]

ଲୁଗା ବୁଣିବା ବେଳେ ତନ୍ତୁରେ ଯେଉଁ ସୂତାକୁ ଟାଣି କରି ରଖା ଯାଇଥାଏ; ବସ୍ତ୍ରର ଲମ୍ୱ— ବାଗର ସୂତା —Warp.

[ ଦ୍ର—ତନ୍ତରେ ପ୍ରଥମେ ଲମ୍ୱବାଗର ସୂତା ମାନଙ୍କୁ ଟାଣି କରି ରଖାଯାଏ ଓ ପରେ ତହିଁ ମଧ୍ୟରେ ଚଉଡ଼ାବାଗର ସୂତାକୁ କାଣ୍ଡିଆଦ୍ୱାରା ଭରଣା କରାଯାଇ ଲୁଗା ବୁଣାଯାଏ ବୋଲି ଏ ସୂତା ମାନଙ୍କର ନାମ ଯଥାକ୍ରମେ ଟାଣି ଓ ଭରଣି ହୋଇଅଛି ]


ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ଟାଣିବା କ୍ରିୟାର ଅସମାପିକା ରୂପ)[ସମ୍ପାଦନା]

କର୍କଶରୂପେ; ନିଷ୍ଠୁରଭାବରେ —Harshly; cruelly.

ଟାଣି ପଛେ ପଦେ ବୋଲନ୍ତୁ—କବିସୂର୍ଯ୍ୟ. ସଙ୍ଗୀତ