ଟାଣିଟୁଣି

ଉଇକିଅଭିଧାନ‌ରୁ

ଟାଣିଟୁଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ଅସମାପିକା ରୂପ)[ସମ୍ପାଦନା]

୧. ନିଃଶେଷ କରି; ସମସ୍ତ ଟାଣି ନେଇ —୧. Drawing out everything completely.

ନେ ବଳଦ ଟାଣି ଟୁଣି; ଆଉ ନାହିଁଟି ଦୋଓଡ଼ାପାଣି ଶିଶୁଗୀତ

୨. ବହୁ ପରିଶ୍ରମ ସହ; ଖୁବ୍ ଜୋର୍ରେ — ୨. Laying much stress or strain; with much straining.
୩. ବଡ଼ ପାଟି କରି —୩. Loudly.

ଦ୍ରୋଣ ଭୀଷ୍ମ କର୍ଣ୍ଣ ଯେ ଶଲ୍ୟଙ୍କୁ ନ ଜିଣି ନ କହି ସଭା ମଧ୍ୟେ ହୋଇ ଟାଣି ଟୁଣି—କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ

୪. ଭିଡ଼ିଓଟାରି; କ୍ଲିଷ୍ଟାର୍ଥ ବା କଳ୍ପିତାର୍ଥ ପ୍ରୟୋଗପୂର୍ବକ — ୪. By much straining of language; by applying far-fetched meaning.

ଆସଣ ନ ହୁଏ ଟାଣି ଟୁଣି ଏକ ପ୍ରକାର ପାଠ ଲଗାଇଯିବେ ଫକୀର ମୋହନ. ଛମାଣ ଆଠଗୁଣ୍ଠ

[ଦ୍ରଷ୍ଟବ୍ୟ — କୌଣସି ବାକ୍ୟାର୍ଥ ବକ୍ତାଙ୍କ ଅଭିପ୍ରାୟର ଅନୁକୂଳ ନ ହେଲେ କ୍ଲିଷ୍ଟାର୍ଥ ବା କଳ୍ପିତାର୍ଥ ପ୍ରୟୋଗ କରି ତାଙ୍କ ଅଭିପ୍ରାୟର ଅନୁକୂଳ ଅର୍ଥ କରା ଗଲେ ଏହି ଶବ୍ଦ ପ୍ରୟୋଗ କରାଯାଏ]

୫. ଗର୍ବ ପ୍ରକାଶ ବା ଆସ୍ଫାଳନପୂର୍ବକ — Boastfully; arrogantly.