ଟାପୁ
Appearance
ଟାପୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ)
[ସମ୍ପାଦନା]- ୧. ଘୋଡ଼ାଙ୍କ ଖୁରା — ୧. The hoofs of a horse.
- ୨. ଜୀବର ପାଦଚିହ୍ନ — ୨. Foot-steps of animals.
- ୩. ଘୋଡ଼ାଙ୍କ ଗୋଡ଼ —୩. The legs of a horse.
- ୪. ଜୀବର ପାଦ —୪. The foot of an animal.
ଅନୁବାଦ
[ସମ୍ପାଦନା]- ୫. ଦ୍ୱୀପ —୫. Island.
- ୬. (ବ୍ୟଙ୍ଗ) ମନୁଷ୍ୟର ଦୁଇ ହାତ ଓ ଦୁଇ ଗୋଡ଼; ଚାରି କାତ —୬. The ୨ lags and ୨ hands of a man
(ଯଥା— ଲୋକେ ମିଳି ତାର ଚାରି ଟାପୁ ହାଣି ଦେଲେ)