ଟାପୁ

ଉଇକିଅଭିଧାନ‌ରୁ

ଟାପୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁ; ଯାହା ଭୂମିରେ ସ୍ଥାପନ କରାଯାଏ)[ସମ୍ପାଦନା]

୧. ଘୋଡ଼ାଙ୍କ ଖୁରା — ୧. The hoofs of a horse.
୨. ଜୀବର ପାଦଚିହ୍ନ — ୨. Foot-steps of animals.
୩. ଘୋଡ଼ାଙ୍କ ଗୋଡ଼ —୩. The legs of a horse.
୪. ଜୀବର ପାଦ —୪. The foot of an animal.

ଅନୁବାଦ[ସମ୍ପାଦନା]

୫. ଦ୍ୱୀପ —୫. Island.
୬. (ବ୍ୟଙ୍ଗ) ମନୁଷ୍ୟର ଦୁଇ ହାତ ଓ ଦୁଇ ଗୋଡ଼; ଚାରି କାତ —୬. The ୨ lags and ୨ hands of a man

(ଯଥା— ଲୋକେ ମିଳି ତାର ଚାରି ଟାପୁ ହାଣି ଦେଲେ)