ଟାହିଆ

ଉଇକିଅଭିଧାନ‌ରୁ

ଟାହିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଟାହ୍ୟା—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - (ତୁଳ. ଇଂ Tiara; ଟାୟାରା)[ସମ୍ପାଦନା]

ଠାକୁରଙ୍କ ପ୍ରଭା ପଛ ଆ଼ଡ଼େ ଦିଆଯିବା ବା ମୁଣ୍ଡ ଜୁଡ଼ାରେ ଖୋସାଯିବା ଫୁଲଦ୍ୱାରା ସଜ୍ଜିତ ମୟୂରପୁଚ୍ଛାକାର ଆଭରଣ— ବିଶେଷ —A fan-shaped nosegay or bouquet arranged for show in the background of an image or a chignon.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଥଟ୍ଟିଲ; ପରିହାସପ୍ରିୟ —Jestive; jocular.