Jump to content

ଟାହିଆ

ଉଇକିଅଭିଧାନ‌ରୁ

ଟାହିଆ

ଉଚ୍ଚାରଣ

[ସମ୍ପାଦନା]

(ଟାହ୍ୟା—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - (ତୁଳ. ଇଂ Tiara; ଟାୟାରା)

[ସମ୍ପାଦନା]

ଠାକୁରଙ୍କ ପ୍ରଭା ପଛ ଆ଼ଡ଼େ ଦିଆଯିବା ବା ମୁଣ୍ଡ ଜୁଡ଼ାରେ ଖୋସାଯିବା ଫୁଲଦ୍ୱାରା ସଜ୍ଜିତ ମୟୂରପୁଚ୍ଛାକାର ଆଭରଣ— ବିଶେଷ —A fan-shaped nosegay or bouquet arranged for show in the background of an image or a chignon.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଥଟ୍ଟିଲ; ପରିହାସପ୍ରିୟ —Jestive; jocular.