ଟି

ଉଇକିଅଭିଧାନ‌ରୁ

ଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ. (ସଂସ୍କୃତ - ହି; ଏହା ଶକପରେ ବ୍ୟବହୃତ ହୁଏ)[ସମ୍ପାଦନା]

୧. ବାକ୍ୟ ପୂରଣ ଓ ଶବ୍ଦ ଉପରେ ଜୋର୍ ଦେବାପାଇଁ ବ୍ୟବହୃତ ପ୍ରତ୍ୟୟ ବିଶେଷ —୧. A particle used to complete a sentence and give emphasis on a word, corresponding to the English "too".

ଅଖିଳ ଜନନୀ ନାସା ମୃଗମଦ କଲୀଟି କବିସୂର୍ଯ୍ୟ କିଶୋରୀ ଚମ୍ପୂ ଣ ଗୀତ

୨. ପ୍ରଶ୍ନାର୍ଥକ —୨. Interrogative.

[ଯଥା—ତୁମ୍ଭେ କାଲି ଫେରି ଆସିବଟି?]

୩. ନିଶ୍ଚେ (ନିଶ୍ଚୟାର୍ଥକ) —୩. (a particle used to denote certainty) Certainly.

ଅବଶ୍ୟ ତା ଛାମୁରେ ନିବେଦନ ବଲିଟି—କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଣ ଗୀତ

୫. (ଆଦରାର୍ଥକ) ଏକମାତ୍ର; ଗୋଟିଏ — ୫. Sole; one only.

ଊହିବ ଏହିଟି ବୋଲି କୃପାକଳ୍ପବଲ୍ଲୀଟି—କବିସୂର୍ଯ୍ୟ କିଶୋରୀଚମ୍ପୂ ଣ ଗୀତ

[ଦ୍ରଷ୍ଟବ୍ୟ — କବିସୂର୍ଯ୍ୟ କିଶୋରୀଚମ୍ପୂର 'ଣ' ଗୀତରେ 'ଟି'ର ଭିନ୍ନ ଭିନ୍ନ ପ୍ରୟୋଗର ଉଦାହରଣ ସୁଲଭ ଅଟେ]

୬. (ଆଦରାର୍ଥକ, ବହୁସଂଖ୍ୟାବାଚକ)—ସଂଖ୍ୟକ — ୬. Numbering (so many).

[ଯଥା—ପାଞ୍ଚଟି ଟଙ୍କା ତାଙ୍କୁ ମିଳିଲା]

୭. କ୍ଷୁଦ୍ରାର୍ଥକ —୭. Tiny.

କି ବିଚିତ୍ର କଲେ ନନ୍ଦନନ୍ଦନ ଟିକି ପିଲାଟି—ପ୍ରାଚୀନ ଭଜନ

୮. କାରୁଣ୍ୟବ୍ୟଞ୍ଜକ —୮. A particle denoting compassion.

[ଯଥା—ବୁଢ଼ାଟି କେତେ ଦୁଃଖ ପାଇଲାଣି]