ଟିକଟ

ଉଇକିଅଭିଧାନ‌ରୁ

ଟିକଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟିକେଟ୍)[ସମ୍ପାଦନା]

୧. ରଲ ଆଦିରେ ଚଢ଼ି ଯିବା ନିମନ୍ତେ ଯାତ୍ରୀ ଭଡ଼ା ଦେଇ ଥିବାରୁ ଚିହ୍ନ ସ୍ୱରୁପ କମ୍ପାନିଙ୍କଠାରୁ ପ୍ରାପ୍ତ କ୍ଷୁଦ୍ର, କାଗଜ ଖଣ୍ଡମାନ —୧. Railway tickets.
୨. ଡ଼ାକ ଟିକିଲି — ୨. Postage tickets; postal stamps.
୩. କୌଣସି ବସ୍ତୁ ଉପରେ ମରା ଯାଉଥିବା ଚିହ୍ନଟ କାଗଜ — ୩. Label.
୪. ଥିଏଟର, ମେଳା, ପ୍ରଦର୍ଶନୀ ଆଦିକୁ ଯିବା ପାଇଁ ଦର୍ଶକକୁ ଦିଆ ଯିବା ଅନୁମତିସୂଚକ କାଗଜ — ୪. Ticket or pass for admission to a show, theatre etc.
୫. ରେଜିଷ୍ଟ୍ରରୀଖାନାରୁ ଦଲିଲର ସମ୍ପାଦନକାରୀକୁ ମିଳିବା ନିଦର୍ଶନ କାଗଜଖଣ୍ଡ —୫. A ship of paper granted to the presenter of a deed for registration which he has to deliver before the registerd document is returned to him after copying.

[ଦ୍ରଷ୍ଟବ୍ୟ —ଦଲିଲମମ୍ପାଦନକାରୀ ଯେଉଁ ବ୍ୟକ୍ତିଙ୍କୁ ନାମରେ ଉକ୍ତ ଟିକଟ ପଛରେ ବରାଦ ଲେଖିଦିଏ ସେହି ବ୍ୟକ୍ତି ନିଦ୍ଧିଷ୍ଟ ତାରିଖରେ ଉକ୍ତ ଟିକଟ ରେଜିଷ୍ଟରୀଖାନାରେ ଦାଖଲ କରି ଦଲିଲ ବ୍ୟାପସ ପାଏ]

ପ୍ରାଦେଶିକ - (ଗଞାମ) ବିଶେଷ୍ୟ -[ସମ୍ପାଦନା]

ଟିକସ; ଟାକ୍ସ —Tax.