ଟିକର
ଦେଖଣା
ଟିକର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କଙ୍କର)
[ସମ୍ପାଦନା]- ୧. ଗୋଡ଼ି — ୧. Shingles; pebbles; gravel.
- ୨. ଢିପ; ଉଚ୍ଚଜମି —୨. High land.
- ୩. ବାଲିସ୍ତୂପ ବା ବନ୍ଧ —୩. Sandbank.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଉଚ୍ଚ ବା ନିଗିଡ଼ା (ଭୁମି) — ୧. High and dry (land); elevated.
- ୨. ପଥୁରିଆ; ଗୋଡ଼ିଆ (ଭୁମି) — ୨. Shingly; stone; gravelly.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ବ୍ୟଙ୍ଗୋକ୍ତି; ପରିହାସ — Banter; joke.