Jump to content

ଟିକରିଆ

ଉଇକିଅଭିଧାନ‌ରୁ

ଟିକରିଆ

ଉଚ୍ଚାରଣ

[ସମ୍ପାଦନା]
(ଟେକରେଈ—ସ୍ତ୍ରୀ) 

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ବ୍ୟଙ୍ଗୋକ୍ତିକାରୀ — ୧. Bentering; scoffing.
୨. ଥଟ୍ଟିଲ —୨. Jestive; jocular.