ଟିକିଲି

ଉଇକିଅଭିଧାନ‌ରୁ

ଟିକିଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତିଲକରୁ ଟିକା; ଟିକାରୁ କ୍ଷୁଦାର୍ଥ ନିଷ୍ପନ୍ନ)[ସମ୍ପାଦନା]

ସ୍ତ୍ରୀ ଲୋକମାନଙ୍କର ଭ୍ରୁଲତା ମଧ୍ୟରେ ଘେନିବା ପତଳା ଓ ଚକ୍ରାକାର ଟୋପି —Wafer; small disks of thin coloured material worn by females in the middle of the eye-brows.

[ ଦ୍ର—ବିଭିନ୍ନ ବର୍ଣ୍ଣର କାଗଜ ବା ଧାତୁର ପତଳା ଓ ଚକ୍ରାକାର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡକୁ ଟିକିଲି ଏବଂ ସିନ୍ଦୁର, ଗୋଚିନା ଓ ଚାନ୍ଦକଳା ଆଦିରେ ରଞ୍ଜିତ କ୍ଷୁଦ୍ର ବିନ୍ଦୁ ମାନଙ୍କୁ ଟୋପି ଓ ବଡ଼ ହିନ୍ଦୁମାନଙ୍କୁ ଟୋପା ବୋଲାଯାଏ ]