ଟିଙ୍କ

ଉଇକିଅଭିଧାନ‌ରୁ

ଟିଙ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଷ୍ଟପଦୀ; ତୁଳ. ଇଂରାଜୀ - ଟିକ୍)[ସମ୍ପାଦନା]

ପଶୁଙ୍କ ଦେହରେ ଲାଗି ରହି ରକ୍ତ ଶୋଷିବା ଅଷ୍ଟପଦୀ କୀଟବିଶେଷ — Tick; a parasistic insect sucking blood from beasts; the Persian tick; Argas Persicus.

[ ଦ୍ର—ଏମାନେ ପଶୁଙ୍କ ଚମକୁ କାମୁଡ଼ି କରି ଲାଗି ଥାଆନ୍ତି; ଏମାନଙ୍କ ମୁହଁରେ ଗୋଟିଏ ରକ୍ତ ଶୋଷକ ନଳ ଅଛି ପଶୁଙ୍କ ଦେହରୁ ରକ୍ତ ଶୋଷି ଏମାନଙ୍କ ଦେହ ରକ୍ତରେ ଫୁଲିଯାଏ ଏବଂ ଗୋଡ଼ଯାକ ଅତି ସାନ ଦେଖାଯାଏ ଟିଙ୍କ ଅନେକ ପ୍ରକାର ଦେଖାଯାଆନ୍ତି; ଯଥା—୧. ଘାଗୁଡ଼ିଆ=ବଡ଼ ଓ ଚେପ୍ଟା, ୨. ପଥୁରିଆ=ପଥର ପରି ଟାଣୁଆ, ଖୂବ୍ ପତଳା ଓ ଚେପ୍ଟା, ୩. ଜଉଟିଙ୍କ=କଳାଜିରା ପରି ସାନ , ମେଞ୍ଚା ମେଞ୍ଚା ହୋଇ ପଶୁଙ୍କ ଦେହରେ ଲାଗନ୍ତି, ୪. ମଣ୍ଡାଟିଙ୍କ=ବଡ ଓ ନରମା ୫. ପୁଡାଟିଙ୍କ=ଏମାନେ ସରୁ ସରୁ ]