ଟିଙ୍କଚର୍

ଉଇକିଅଭିଧାନ‌ରୁ

ଟିଙ୍କଚର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

ସୁରାରେ ଦ୍ରବୀଭୂତ ଡ଼ାକ୍ତରୀ ଔଷଧ ବିଶେଷ; ଅରିଷ୍ଟ; ଅରକ — Tincture.

[ ଦ୍ର—ଯେଉଁ ଯେଉଁ ପଦାର୍ଥ ସୁରାରେ ମିଶିଥାଏ ସେହି ପଦାର୍ଥର ବୈଦେଶିକ ନାମ ଅନୁସାରେ ଟିଙ୍କଚର୍ର ନାମ ହୁଏ, ଯଥା ଟିଙ୍କଚର୍ ଓପିଆଇ=ଅଫିମ ଅରକା ]