ଟିପାଇବା

ଉଇକିଅଭିଧାନ‌ରୁ

ଟିପାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ତ୍ରି. (ସଂସ୍କୃତ - ଟିପ ଧାତୁ=ପ୍ରେରଣ; ଚାଳନ)[ସମ୍ପାଦନା]

୧. ଗୋଡ଼ର ଅଗ୍ରଭାଗକୁ ଭୂମିରେ ଲଗାଇ ଛୋଟେଇ ଛୋଟେଇ ଚାଲିବା —୧. To walk with the fore part of the soles touching the ground.
୨. ଛୋଟେଇ ଛୋଟେଇ ଚାଲିବା — ୨. To limp; to walk lamely.
୩. ଟିପିବାର ଣିଜନ୍ତରୂପ — ୩. Causative from of Ṭipibā